STORYMIRROR

Sunanda Mohanty

Classics Inspirational Others

4  

Sunanda Mohanty

Classics Inspirational Others

ଭାଗବତ

ଭାଗବତ

1 min
4


କୃଷ୍ଣଚରିତ ଭାଗବତ 
ପଢିଲେ ବୁଝିବ ତ୍ୱରିତ 
ପଠନେ ଭାଗବତ ପୁଣ୍ୟ 
ବୁଝିଲେ ହେବ ସୁଧୀଜନ 
ଲେଖିଲେ ଜଗନ୍ନାଥ ଦାସ 
ଅତିବଡ଼ି ଉପାଧି ଭୂଷିତ 
ପଢିଲେ ସବୁଦିନ ଭାଗବତ 
ପାଇବ ଶାନ୍ତି ଅନେଶତ 
ହୋଇବ ତୁମେ ନିର୍ବିକଳ୍ପ 
ଅରଜିବ ପୁଣ୍ୟ ଅଳ୍ପ ଅଳ୍ପ 
ଆଜି ଜୟନ୍ତୀ ଅଟେ ମହାତ୍ମା 
ଭାଗବତ ଲେଖିଲେ ପୁଣ୍ୟାତ୍ମା 
ଭାଗବତ ମହିମା କଳିବା 
ଜ୍ଞାନ ଗାରିମା ଆଭୂଷଣ ହେବା 
ବୁଝିଲେ ଭାଗବତ ବାଣୀ 
ସଂଯମୀ ସ୍ଥିର ମନ ଜାଣି 
ଯେଣୁ ଟି ନାମ ଜଗନ୍ନାଥ 
ଲେଖିଲେ ଭାଗବତ ଅମୃତ 
ଆଜି ଜଗନ୍ନାଥ ଦାସ ଜୟନ୍ତୀ 
ଭାଗବତର ହେଉ ପୁନରାବୃତ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics