STORYMIRROR

Sanjya Tripathy

Abstract Others

3  

Sanjya Tripathy

Abstract Others

ଭାବନା

ଭାବନା

1 min
237


ତୁମେ ଯଦି ମୋତେ ସମାଲୋଚନା କର

ଏହା ତୁମର ବାକ୍- ସ୍ଵାଧୀନତା

ଯଦି ମୁଁ ତୁମକୁ ସମାଲୋଚନା କରେ

ଏହା ମୋର ଅସହିଷ୍ଣୁତା ।

ତୁମେ ଯଦି ମୋର ବିଚାର କର

ତୁମେ ବୁଦ୍ଧିପ୍ରାପ୍ତ

ଯଦି ମୁଁ ତୁମର ବିଚାର କରେ

ମୁ ପକ୍ଷପାତୀ ।

ତୁମେ ଯଦି ମୋର ବିଶ୍ୱାସକୁ ପ୍ରଶ୍ନ କର

ତାହେଲେ ତୁମେ ଧର୍ମନିରପେକ୍ଷା

ଯଦି ମୁଁ ତୁମ ବିଶ୍ବାସକୁ ପ୍ରଶ୍ନ କରେ

ତା ହେଲେ ମୁଁ ସାଂପ୍ରଦାୟିକ ।

ତୁମେ ଯଦି ନିଜକୁ ରକ୍ଷା କର

ତୁମେ ଜଣେ ପୀଡିତ

ଯଦି ମୁଁ ନିଜକୁ ରକ୍ଷା କରେ

ତା ହେଲେ ମୁଁ ହିଂସୁକ ।

ତୁମେ ଯଦି ତୁମର ଭାବନାକୁ ଲେଖେ

ଏହା ବୈପ୍ଳବିକ

ମୁଁ ଯଦି ମୋର ଭାବନାକୁ ଲେଖେ

ଏହା ଷଡଯନ୍ତ୍ର ।

ତୁମେ ଯଦି ମାଡିଚାଲ

ଏହା ଏକ ପ୍ରତିବାଦ

ମୁଁ ଯଦି ମାଡିଚାଲେ

ଏହା ଏକ ହିଂସ୍ରଗୋଷ୍ଠୀ

ତୁମେ ଯଦି ଅଭିଯୋଗଟିଏ ଦାଖଲ କର

ତୁମେ ଆଇନ୍ ଅନୁଯାୟୀ ଚାଲୁଅଛି

ମୁଁ ଅଭିଯୋଗଟିଏ ଦାଖଲ କଲେ

ମୁଁ ଆଇନର ଅପବ୍ୟବହାର କରୁଅଛି ।

ବର୍ତମାନ ଜଣେ ଚିହ୍ନଟ କରୁ

ମୁଁ କିଏ ଓ ତୁମେ କିଏ ।


Rate this content
Log in

Similar oriya poem from Abstract