Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagyabanta Mahaling

Classics Others Children

3  

Bhagyabanta Mahaling

Classics Others Children

ଭାବ୍

ଭାବ୍

1 min
260


  ଶୁନ୍ ଲେ ଯେନ୍ତା ଶୁରୂତ୍ ଲାଗ୍ ସି

  ମିଠା କଥା ପଦେ

  ଭାବର୍ ବନ୍ଧନେ ବାନ୍ଧି ହେଇଥିଲେ

  ଲାଗ୍ସି ସତେ ବନେ ।


  ଯେତେ ଦୁଖ୍ ବିପଦ୍ ଆଏଲେ

  ନାଇଁ ଯଉଁ କେଭେ ଛିଡି

  ଏନ୍ତା ରସେ ରସିଥିଲେ 

  ନାଇଁ ଯଉଁଆମେ ଝଡି ।


  ଗୁଟେ ମାଁ ର୍ ଛୁଆ ଆମେରେ 

  ଆମେ ସଭେ ଭାଇ ଭାଇ

  ସବୁବେଲେ ମିଳିମିଶି ଥଉଁ

  ଜୀବନର୍ ଗୀତ୍ ଗାଇ ।


  ବଡ୍‌ ସାନ୍ ସଭେ ସମାନ୍‌ ତ

  କିହେ ନୁହନ୍ ପର୍

  ହିଂସା ଅହଁକାର୍ ଦୁର୍ କଲେ

  ପାଏମା ସରଗ୍ ଘର୍ ।


  ମିଛ୍ ମାୟା ସଂସାର୍ ଥି

  କିହେନାଇଁ ହୋ କାର୍

  ଭାବ୍ ଟା ଏକା ବଡ୍‌ ବାବୁରେ

  ଏତାକେ କରୁଥା ସାର୍ ।


Rate this content
Log in

Similar oriya poem from Classics