STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

ବେଙ୍ଗ କହେ ବେଙ୍ଗୁଲି ଲୋ

ବେଙ୍ଗ କହେ ବେଙ୍ଗୁଲି ଲୋ

1 min
11.9K


ବେଙ୍ଗ କହେ ବେଙ୍ଗୁଲି ଲୋ 

ପୃଥ୍ଵୀ କ୍ଷଣ କ୍ଷଣକେ ଆନ 

ଅବିଗୁଣ ରାଗରୁଷା ଅଭିମାନ 

କି ଲାଭ, ଜୀବନ ଅଢେଇ ଦିନ 

ଜଗତରନାଥ, ଜଗନ୍ନାଥ ଏସନ

ରଥପରେ ବିଜେ, କରାଇ ଦର୍ଶନ 

ଯିବେ ଗୁଣ୍ଡିଚାମାଉସୀଘର,ସନ୍ଦିହାନ 

ବେଙ୍ଗ କହେ ବେଙ୍ଗୁଲି ଲୋ 

ପୃଥ୍ୱୀ କ୍ଷଣ କ୍ଷଣକେ ଆନ 

ବିତିଗଲାଣି ଏ ଭିତରେ ଅଠେଇଶ ଦିନ 

ତଥାପି କୋହଳ ହେଲେ ଲକଡାଉନ 

ବଢ଼ିଯିବ କରୋନା ଭୁତାଣୁ ସଂକ୍ରମଣ 

କି ଦେଖିଲା ନେତ୍ର ଚତୁର୍ଦିଗେ ଏଇ ଜୀବନ 

ସନ୍ତ୍ରାନ୍ସ ଆତଙ୍କ ମହାମାରୀ ସମ୍ପ୍ରସାରଣ 

ଆଉ କି କରିବି ଦରଶନ ଦିବ୍ୟ ଦର୍ଶନ 

ବେଙ୍ଗ କହେ ବେଙ୍ଗୁଲି ଲୋ 

ପୃଥ୍ୱୀ କ୍ଷଣ କ୍ଷଣକେ ଆନ.।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract