STORYMIRROR

Prafulla Kumar Tripathy

Abstract

2  

Prafulla Kumar Tripathy

Abstract

ବେଲୁନ ବାଲା

ବେଲୁନ ବାଲା

1 min
170

ବେଲୁନ ନେବ ବେଲୁନ

ବେଲୁନ ବାଲାର ଡାକରେ

ଛୁଆଠୁ ବଡ ସମସ୍ତ ଆସିଯାଆନ୍ତି

ବେଲୁନ ବାଲାଟି

ମନଭରି ଫୁଙ୍କେ

ଫୁଙ୍କି ଫୁଙ୍କି ଫୁଲେଇଦିଏ

ପିଲାଙ୍କ ଖୁସିକୁ


ତମାମ ଜୀବନ

ଭୋକ ପେଟ ଭରିବାକୁ

ଛୁଆଙ୍କ ମୁହଁରେ ଟିକେ ଖୁସି ପାଇଁ

ନିଜେ ଗଳି କନ୍ଦି ବୁଲିଥାଏ

ବେଲୁନ ବିକିବାକୁ


ତାର ଅନେକ ରଙ୍ଗିନ ସ୍ବପ୍ନ

ପାଣି ଫୋଟକା ପରି ଫାଟିଯାଏ

ଅନ୍ୟର ଖୁସିଦେବା ପାଇଁ

ପିଲାଙ୍କ ଖୁସାରେ

ସେ ତା ସାରା ଜୀବନ ଦେଖୁଥାଏ

ସେ ରଙ୍ଗିନ ବେଲୁନକୁ



Rate this content
Log in

Similar oriya poem from Abstract