STORYMIRROR

Santosh Pattnayak

Inspirational

4  

Santosh Pattnayak

Inspirational

ବେଳଥାଉଁ ନିଜ ସ୍ଥିତି ସମ୍ଭାଳ

ବେଳଥାଉଁ ନିଜ ସ୍ଥିତି ସମ୍ଭାଳ

1 min
23.3K

ମଣିଷ ମସ୍ତିଷ୍କେ ବୁଦ୍ଧିର ଖେଳ 

ଦେଖି ସନ୍ତୋଷ ନନ୍ଦ ଦୁଲାଳ 

ପ୍ରଭାବଶାଳୀ ଏ କଳିକାଳ 

ବଦଳି ଯାଇଛି ପୁରୁଣା ବେଳ

ଚାଲିଚି ଏଇନେ ଗାଁରେ ଦୋଳ

ଦୋଳ ଗୋବିନ୍ଦଙ୍କ ଭକତ ମେଳ 

ଘଣ୍ଟ ,ଝାଞ୍ଜ ସହ ଡିଜେର ତାଳ 

ସଂସ୍କୃତି ପାଇଁକି ସାଜିଛି କାଳ

ଅଲୋଡା ଗୁଜବ ମାଳକୁ ମାଳ 

ସବୁ ଅନ୍ତରକୁ ଗ୍ରାସୁଛି ଛଳ 

ବେଳୁ ସୁଧାରିବା ବିଚାର ଶାଳ 

ନହେଲେ ନଥିବ ଚୂଲିକି ଚାଳ 

ବିଳମ୍ବ ହେଉଛି ବୁଝିବା ବେଳ 

ବେଳଥାଉ ନିଜ ସ୍ଥିତି ସମ୍ଭାଳ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational