STORYMIRROR

Srinibas Mahalik

Tragedy

3  

Srinibas Mahalik

Tragedy

ବେକାରୀ

ବେକାରୀ

1 min
480



ଗମେଣ୍ଟ ଚାକିରୀ ହେବା ପାଇଁ ସ୍ବପ୍ନ

ଦେଖୁଛନ୍ତି ପ୍ରତି ଛାତ୍ର

କିନ୍ତୁ ଭାରତରେ ଗମେଣ୍ଟ ସର୍ଭ୍ୟାଣ୍ଟ

ତିନି ଶତକଡା ମାତ୍ର !!

ଗମେଣ୍ଟ ଜବ୍କୁ ଚାହିଁ ଚାହିଁ ଏଠି

ବେକାରି ଗଲେଣି ବଢି

ହାତ ବାନ୍ଧି ପ୍ରାୟ ଘରେ ବସିଛନ୍ତି

ଏମ୍.ଏ ଡଗ୍ରୀ ପାଠ ପଢି !!

ରୋଜଗାର ପାଇଁ ଗମେଣ୍ଟ ଚାକିରୀ

ନୁହେଁ ଏକ ମାତ୍ର ପନ୍ଥା

ଅଛି ବିଜିନେସ ଅଛି ଚାଷବାସ

ଅଛି ପ୍ରାଇଭେଟ ସଂସ୍ଥା ।।

ଏଗ୍ରୀକଲ୍ଚର୍ ବାଣିଜ୍ୟ ଆଦିରେ

ଦେଇ ଜ୍ଞାନ ଆଉ ଶ୍ରମ

ବେକାରି ଶବ୍ଦରୁ ନିବୃତ୍ତ ହୋଇକି

ହୁଅ ରୋଜଗାର କ୍ଷମ !!



@ବିଜୟନଗର,ଗଣିଆ,ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy