Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ବଚନ

ବଚନ

1 min
218



ଵଚନେ କଟୁ ଵଚନେ ମଧୁ ବଚନେ ସବୁତ ଜାଣ

ମଧୁର ବଚନ କହି ଜାଣିଲେ ସଫଳ ହେବ ଜାଣ ।

ବଚନ ଲାଗି ଘରେ ଘରେ ଆଜି ଲାଗିଯାଉଛି କଳି

କଠୋର ବଚନ ସବୁ ମନକୁ ଦିଏତ ଜାଳି ।

ମନର କଥା ବୁଝିପାରେ ଯିଏ ସାଥୀ ସିଏ ଆମର

ଦୁନିଆରେ ସେ ଭଲ ଲାଗେ ନି ବଚନ ଯାର ଖର।

ପରିବାରରେ ପଚେରୀ ପଡେଏଇ ବଚନ ଲାଗି

ଜୀବନ ସାଥୀ ପର କରି ଦିଏ ଏଇ ବଚନ ଲାଗି ।

ପୁଅ ବାପାକୁ ପର କରି ଦିଏ କଟୁ ବଚନ କହି

ମନରେ କୋହ ଆଖିରେ ଲୁହ ପୁଅ ତ ଭରି ଦିଅଇ ।

ସାରା ଦୁନିଆ ନିଜର ହୁଏ ମିଠାକଥା ଦେଲେ କହି

ସଵୁରି ମନ ତୋଷି ପାରିବ ମିଠା କହିଦେଈ ।


Rate this content
Log in

Similar oriya poem from Inspirational