STORYMIRROR

Sudhashree Bhattamisra

Inspirational

2  

Sudhashree Bhattamisra

Inspirational

ବାଟବଣା

ବାଟବଣା

1 min
89

ନଈ ଏବେ ଅଙ୍କା ବଙ୍କା

ଲକ୍ଷ୍ୟହୀନ, ପଥଭ୍ରଷ୍ଟ

ଜାଣିଛି, ସମୁଦ୍ର ତା ଗନ୍ତବ୍ୟସ୍ଥଳୀ ବୋଲି

ଠିକ ସେମିତି ମୁଁ ବି ପଥଭ୍ରଷ୍ଟ

ସବୁ ଜାଣି ମଧ୍ୟ ଉପେକ୍ଷିତ ମୁଁ

ଜାଣି, ମଧ୍ୟ ମୋ ଇପ୍ସିତ ବସ୍ତୁ

ବାଟବଣା ମୁଁ ଠିକଣା ମୋ

ମତେ ଅଜଣା

ଲକ୍ଷ୍ୟହୀନ

ପଥଭ୍ରଷ୍ଟ

ଯାହା ବି କହିଲେ

ଠିକ ହେବ

ଭୁଲ କିନ୍ତୁ କରିନି ମୁଁ

ଖାଲି ଠିକଣା ଖୋଜୁଛି

ମୁଁ ଦୃଢ ନିଶ୍ଚିତ

ପହଂଚିବି

ଗନ୍ତବ୍ୟସ୍ଥଳୀ

ବୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational