STORYMIRROR

Chittaranjan Lenka

Abstract

2  

Chittaranjan Lenka

Abstract

ବାସ୍ତବ ପ୍ରେମ

ବାସ୍ତବ ପ୍ରେମ

1 min
13.6K


ମନ ସହ ମନ       ଟିକେ ମିଶିଗଲେ

କହୁଅଛ ସିନା ପ୍ରେମ

ବାସ୍ତବ ପ୍ରେମରେ     ହୃଦୟ ଯୋଡିବା

ସବୁଠାରୁ ପ୍ରୟୋଜନ


ମନ ଓ ହୃଦୟ        ନୁହେଁ କେବେ ଏକା

ମନ ଠକି ଦେଇ ପାରେ

ହୃଦୟ ସିଦ୍ଧାନ୍ତ             ଅଟଇ ବାସ୍ତବ

ପ୍ରେମକୁ ସଫଳ କରେ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract