STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

" ବାପା "

" ବାପା "

1 min
97

ବାପା'

ଏକ ବିରାଟ ବରଗଛ,

ଯା'ର ପ୍ରତିଟି ଶାଖାରେ

କିଚିରି ମିଚିରି କରି

ଖେଳୁଥାନ୍ତି, ମୋ' ପରି

କୁନି କୁନି ଅନେକ ଶାବକ

ଯିଏ ଆକାଶ ଠାରୁ ବଡ଼

ମାଟିରୁ ଗରୀୟାନ,

ଯା'ର ଚାହାଣୀରେ ଥାଏ

ଶତ ସୂର୍ଯ୍ୟର ତେଜ,

ପାଟିରୁ ଝରିପଡ଼େ

ଗୁରୁ ଗମ୍ଭୀର ଗର୍ଜନ,

ଯା'ର ହୃଦୟରେ ସାଇତା ଥାଏ

ଆମ ପାଇଁ ଅସରନ୍ତି ସ୍ୱପ୍ନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract