STORYMIRROR

Akankshyamayee Dash

Inspirational

4  

Akankshyamayee Dash

Inspirational

ବାପା 💗💗💗

ବାପା 💗💗💗

1 min
235

ଆମ ହାତ ଧରି ଚାଲିବା ଶିଖେଇଛ

ବଦଳିବାର ମାର୍ଗଦର୍ଶକ ସାଜି 

ତୁମ ଭଲ ପାଇବା ତୁମ ପ୍ରେମ ବିଶ୍ୱାସ

ତୁମ ସ୍ବପ୍ନ ଅନ୍ତରୁ ଯାଏ ମୋ ହଜି ।।

ବିଶାଳ ହୃଦୟ କେଉଁଠୁ ପାଇଲ

କେମିତି ଗଢ଼ିଲ ମୋତେ

କଟୁକଥା କେବେ ଶୁଣିନି ତୁମଠୁ

ଦୁଃଖ ଜାଣି ନାହିଁ ସତେ ।।

ତୁମକୁ ଗୋ କେବେ ଦୁଃଖରେ ଦେଖିଲେ

ଅନ୍ତର ଯାଏ ମୋ ଚିରି ।

ସେ ସରଳ ମୁହଁ ପଡ଼ିଲେ ମଳିନ 

ଲୁହ ଯାଏ ଆପେ ଝରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational