STORYMIRROR

Manojkumar Mahunta

Children

3  

Manojkumar Mahunta

Children

ବାପା

ବାପା

1 min
207

 

ବାପା ତୁମେ ମୋ ଆରମ୍ଭ 

    ବାପା ତୁମେ ମୋର ଶେଷ

ହାତ ଧରି ତୁମ ଚାଲି ଶିଖିଛି

   ପଡ଼ିବାର ନାହିଁ ଅବଶୋଷ !!


ତୁମ କାନ୍ଧେ ବସି କେତେ ଯେ ବୁଲିଛି

      ଆଜି କିନ୍ତୁ ମୁଁ ଥକି ପଡ଼ିଛି 

ତଥାପି ହାରିନି ମୁଁ ଜୀବନେ କେବେ

      ତୁମ ଛବି ମୋ ଦୃଦୟେ ଅଛି !!


ଚାଲୁଛି ଚାଲିବି ଏ ମରୁଭୂମିରେ

     ପାଦ ଥକି ପଡ଼ିବ ନାହିଁ ଏ 

ଡହ ଡହ ତତଲା ବାଲିରେ

    ଅଭିଶାପ କେବେ ଦବନି ବାପା

ତୁମ ହାତ ଥାଉ ମୋ ମଥାରେ    !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children