STORYMIRROR

Manojkumar Mahunta

Inspirational

2  

Manojkumar Mahunta

Inspirational

ବିଶ୍ୱାସ

ବିଶ୍ୱାସ

1 min
145

ମଣିଷ ଖେଳୁଛି ଆଜି ମଣିଷ ସାଥିରେ ବିଶ୍ୱାସ ଅବିଶ୍ୱାସର ହୋଲି 

ନିଜର ଅସୁବିଧା ଥିଲେ ହାତ ଧରି ସାହାଯ୍ୟ ମାଗିବେ

ଓ

ସେ ଅସୁବିଧାରୁ ଯେବେ ଓହରି ଆସିବେ

ସେତେବେଳେ ସାହାଯ୍ୟ କରିଥିବାର ଲୋକର

ତଣ୍ଟି ଚିପିବା ପାଇଁ ମଧ୍ୟ ପଛେଇବେ ନାହିଁ 

କଣ କରିବ ମଣିଷ ଉପରେ ଭରସା ବିଶ୍ୱାସ 

ମଣିଷ ସାଜିଛି ଏଠି ମୁଦ୍ରା ରାକ୍ଷସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational