Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manojkumar Mahunta

Inspirational

3  

Manojkumar Mahunta

Inspirational

ଭଙ୍ଗା ହୃଦୟ

ଭଙ୍ଗା ହୃଦୟ

1 min
237



ଭଙ୍ଗା ହୃଦୟର  ଦରଦୀ କାହାଣୀ 

    ତୁମେକି ବୁଝିବ ପ୍ରିୟା

ନିଜ ସ୍ବାର୍ଥପାଇଁ  ହୃଦୟମୋ ଭାଙ୍ଗି

     ଲଗାଇଲ ମନେ ନିଆଁ ।


ବିଶ୍ଵାସ ବି ଅଛିମୋ  ଏବେବି ତୁମର

   ହୃଦୟର କେଉଁ ଗୋଟେ କଣରେ

ମୋ ସୃତି ରହିଛି ଆଜି ସୁଦ୍ଧା ତାଜା

     ମନଟାବି ତୁମ ମୋ ପାଇଁ ଝୁରେ ।


ହୃଦୟ ଭାଙ୍ଗିଲେ ଥରେ

     କିଏ ଜାଣିବ କୁହ

ପଥର ହୃଦୟ ଥିବା

      ଲୋକକି ଝରାଏ ଲୁହ ।



Rate this content
Log in

Similar oriya poem from Inspirational