STORYMIRROR

Manojkumar Mahunta

Tragedy Crime Children

3  

Manojkumar Mahunta

Tragedy Crime Children

ଭୃଣ ହତ୍ୟା

ଭୃଣ ହତ୍ୟା

1 min
238


କି ଦୋଷ କରିଥିଲି ମୁଁ 

କନ୍ୟା କରି ଜନମ ଦେଲ

ଦୁନିଆଁ କଣ ଜାଣିବା ପୂର୍ବରୁ

  ଜୀବନରୁ ମାରିଦେଲ !!୧!!


କି ଦୋଷ କଲି ବାପା ମା

  ମୋତେ ଚିହ୍ନିଲେ ନାହିଁ

କେଉଁ କାରଣରୁ ଅଳିଆ ଗଦାରେ 

  ଫିଙ୍ଗି ଚାଲିଗଲେ ସେହି !!୨!!


ମା ପରା ଗର୍ଭେ ଧରିଥିଲା 

  ସେ ନଅ ମାସ ଦଶ ଦିନ 

କେମିତି ଫିଙ୍ଗି ଚାଲିଗଲା 

 ବୁଝିଲା କେମିତି ତା ମନ!!୩!!


ଦୋଷ ମୋର କିଛି ନ ଥାଇ

ପାଇଲି ମୁଁ ଦଣ୍ଡ ଯେତେ 

ପ୍ରଭୁଙ୍କ ପାଖରେ ଏତିକି ଗୁହାରି

ଆରଜନ୍ମେ ଝିଅ ନକରନ୍ତୁ ତୋତେ!!୪!!


ଅଭିଶପ୍ତ ମୋର ଜୀବନ ଟାଥିଲା

କିଏବା ବୁଝିଲା ମୋତେ

ହାତଯୋଡି ପ୍ରଭୁ କରୁଛି ବିନତୀ

 ଝିଅ ଜନ୍ମ ନମିଳୁ ମୋତେ !!୫!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy