STORYMIRROR

Manojkumar Mahunta

Children

2  

Manojkumar Mahunta

Children

ଫେରିଆ ମୋ ପିଲା ଦିନ

ଫେରିଆ ମୋ ପିଲା ଦିନ

1 min
151

ହେ ସମୟ ତୁ ଫେରିଆ

ମୁଁ ଖୋଜୁୁଛି ମୋ ପିଲା ଦିନ ।


ଅବୁଝା ହୋଇଛି ଆଜି ମୁଁ

ବୁଝେନି ମୋ ଦୁଷ୍ଟାମୀ ମନ।


କେଉଁ ରାଇଜରେ ରହିଲା

ମୋର ସେହି ଦିନ।


ଗୁହାରି କରୁଛି ହାତ ମୁଁ ଯୋଡୁଛି

ଫେରାଇ ଦେ ମୋ ସେହି ଦିନ।


କେଡେ ସୁନ୍ଦର ମୋ ଛୋଟ ଗାଁ

ଅତି ଆପଣାର ମୋ ବାପା ମା।


ସାଙ୍ଗ ସାଥି ଆଉ ଧୂଳି ଖେଳ

ଜେଜେମା ସାଥେ ସେ ମଜା ବେଳ।


ଭାରି ଦୁଃଖ ଦିଏ ଏହି ଦିନ

ଫେରିଆରେ ମୋ ପିିିଲା ଦିନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children