STORYMIRROR

Manojkumar Mahunta

Inspirational Children

2  

Manojkumar Mahunta

Inspirational Children

ମା

ମା

1 min
106


           "ମା"

ମାଆ ତୁ ମୋର ମମତାମୟୀ 

   କି ଅବା ତତେ ପାରିବି ଦେଇ

 ମମତା ତୋର ପାଇବା ପାଇଁ 

   କେତେ ଦୂରରୁ ଯାଏ ମୁଁ ଧାଇଁ  


ବହୁଦିନୁ ମାଆ ଦେଖିନି ତତେ

    ସବୁଦିନେ ମନେ ପଡୁଛୁ କେତେ

କେତେଯେ ଶରଧା ଦେଇଛୁ ମୋତେ

କେମିତି କହ ମା ଭୁଲିବି ତୋତେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational