STORYMIRROR

Manojkumar Mohanta

Inspirational

3  

Manojkumar Mohanta

Inspirational

ଉତ୍କଳର ଗାଥା

ଉତ୍କଳର ଗାଥା

1 min
11.2K


 ଏ ମାଟିର କଳା ଆମରି ସଂସ୍କୃତି

ଚତୁର୍ଦିଗେ ପରିବ୍ୟାପ୍ତ,

ପ୍ରଗତିର ସେ'ତ ନବୀନ ଭାସ୍କର

ନାମ ତା'ର ଚିରଦୀପ୍ତ।।


ଚଣ୍ଡାଶୋକ ଯହିଁ ଧର୍ମାଶୋକ ହେଲେ

ଇତିହାସ ଯା'ର ସାକ୍ଷୀ

ଏକତା ସୂତ୍ରରେ ବାନ୍ଧି ରଖେ ସାଜି

ମମତାର ମଧୁମକ୍ଷୀ।।


ଉତ୍କଳରକୋଳେ ଜନ୍ମ ନେଇଛନ୍ତି

କେତେ ଜ୍ଞାନୀ, ଗୁଣୀ, ବୀର

ମାଟି ମା ସେବାରେ ଜୀବନ ବିତାଇ

ଛାଡିଲେ ନିଜ ସ୍ଵାକ୍ଷର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational