STORYMIRROR

Ram Prasad Bisoi

Fantasy

2  

Ram Prasad Bisoi

Fantasy

ବାଛ୍ୱଲ୍ୟ ଢାଳୁଛି ମମତା

ବାଛ୍ୱଲ୍ୟ ଢାଳୁଛି ମମତା

1 min
13.1K


କ୍ଷୁଧା ରେ ବିକଳ

ଜୀବନ

ରୌଦ୍ର ଗ୍ରୀଷ୍ମ ସଦାଉଛି ଦାଉ

ତରୁ ଡାଳେ ବସା ବାନ୍ଧି ଥିବା

ମା ପକ୍ଷୀର ଅତୁରତା

ଶାବକ ଟି ତାର ଭୋକିଲା

ଅନ୍ଵେଷିତ

ବାପା ପକ୍ଷୀର ନାହିଁ ଦେଖା,

ଆକାଶରେ ଚିଲ ଶାଗୁଣା

ତରୁ ମୁଳେ

କେତେ ଯେ ଭକ୍ଷକ

ବସିଛନ୍ତି ଜଗି

କରିବାକୁ ତା ଶାବକକୁ

ମଧ୍ୟାହ୍ନ ଭୋଜନ,

ବଛାଲ୍ୟ ମମତା

ଆଉ

ଜୀବନ ର ସଂଘର୍ଷ ,

ହାରିବି ଜିତିଛି ବାଛାଲ୍ୟ ପ୍ରେମ,

ଫେରିଛି ମା

ନେଇ ତା ଶାବକ ପାଇଁ ଆହାର,

ସୁରକ୍ଷିତ ଦେଖି

ତା ଶାବକ କୁ ବାଛଲ୍ୟତା

ତାରି କହୁଛି

ରୌଦ୍ର ଗ୍ରୀଷ୍ମକୁ

ଜାଳିବୁ ଯେତେ ଜାଳିବୁ

ଜଳା

ବର୍ଷାରାଣୀ ତ ଆସୁ

ମୋ ଶାବକ

ଆକାଶ ଚିରି ଲେଖିବ ତା ଛାତିରେ

ନୂଆ ଇତିହାସ -------------!

ମା ମନ ର

"ବାଛଲ୍ୟତା ଢାଳୁଛି ମମତା"

ମନେ ରଖ୍ ତୁ ବିଧତା ।


ରାମ ପ୍ରସାଦ ବିଶୋଇ ।

ରାୟଗଡ଼ା ।

ସମୟ-ରାତ୍ର-୯-୩୨

ତା-୧୩-୦୫-୧୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy