STORYMIRROR

Dipti lekha Mishra

Comedy Others

3  

Dipti lekha Mishra

Comedy Others

ଅତ୍ୟାଧୁନିକ ନାରୀ

ଅତ୍ୟାଧୁନିକ ନାରୀ

1 min
291

ଛି ଛି ଛି ମୁଁ ଖାଉନାହିଁ ଜମା ନିଶା

ନିଶା ମୋତେ ଖାଇ କଲାଣି ତା' ବସା

ଜାଣିନି କେମିତି ହେବି ନିଶାମୁକ୍ତ

ନିଶାକୁ ଝୁରୁଛି ନିତି ମୋ ରକ୍ତ ॥


ସାଙ୍ଗ ସହ ଟିକେ ମସ୍ତି କରିବାକୁ

ଉଛନ୍ନ ହୂଏ ମୋ ଅବୁଝା ମନ

ପିଈଦେଇ ଟିକେ ଶେଯେ ଶୋଇଲେ

ଦୁଃଖ ଯେତେ ସବୁ ହୁଏ ଅବସାନ ॥


ନାରୀ ଜନମର ମହତ୍ତ୍ବ ଜାଣି ବି

ଭୁଲିଯାଏ ବୋତଲ ହାତେ ଧରିଲେ

ଆଗାମୀ ପିଢୀ ମୋ ନ ଶିଖନ୍ତୂ ଏହା

ନିଶାନିବାରଣ କେନ୍ଦ୍ର ସବୁଠି ହେଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy