STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ଅତିଥି

ଅତିଥି

1 min
106

ହଳଦୀବସନ୍ତ ମତେକରେ ଆମନ୍ତ୍ରଣ,ମୁଁ ମନେ ପକାଏ ମୋ ପିଲାଦିନ,ହଜିଲା ସପନ ଦୁଇବଣି ଶଙ୍ଖଚିଲ ଦେଖି କହୁ ପୁଣି ଶୁଭହେବ ଶୁଭହେବ,ହରି ଗୁଣି, ଥିଲାସେ ଜୀବନ.ଏ ଭିତରେ ଏତେ ଉତଥାନ ପତନଭିତରେ ଶୁଣାଗଲେ ହଳଦୀବସନ୍ତର ସ୍ଵନ, ଫଛକୁ ଫେରି ଦେଖେ ବସନ୍ତ ର ନିମନ୍ତ୍ରଣ, ହେଲେ ସେଥିରେ ନଥାଏ ଆମନ୍ତ୍ରଣ. ବୁଝିପାରେନା ସେ କି ଅତିଥି ଖୋଜେ ଯିଏ ଖାଲି ଫୁଲ ଓ ଫଗୁଣ ଅବା ବୁଝି ବି ଅବୁଝା ଯିଏ ଭିତରେ ତା ଥାଏ,ସଫା ହୃଦୟରେ କିଛି ଅଜଣା ଆସ୍ତରଣ, ଆଉ ସେ ଆସ୍ତରଣ କିଏ କହେ ଦହନ, କିଏ କହେ ପ୍ରତିଶ୍ରୁତି କିଏ କିଏ କହନ୍ତି ସ୍ଖଳନ ହେଲେ ମୁଁ ଜାଣେ ଯିଏ ଯେତେ ଦେଖାଉ ବୃଥା ଆସ୍ଫାଳନ, ଅତିଥି ଓ ଅଭ୍ୟାଗତ, ପ୍ରକୃତି ସ୍ୱରୂପ ଭଗବାନ, ହଳଦୀବସନ୍ତରେ ବସନ୍ତ ଋତୁରାଜ ପରା ପ୍ରତୀକ, ଭାଙ୍ଗିବାକୁ କେତେ ଯେ କାହା ଅଭିମାନ.  ....... କବିତା ର ନାମ 

         ଅତିଥି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract