STORYMIRROR

Sunanda Mohanty

Classics

2  

Sunanda Mohanty

Classics

ହୋଲି

ହୋଲି

1 min
2.8K

ଇନ୍ଦ୍ରଧନୁର ସାତରଙ୍ଗ ସିନା 

ହୋଲିରେ ଅନେକ ରଙ୍ଗ 

କେଉଁ ରଙ୍ଗ ଯଦି ମିଠା ଲାଗେ 

କେଉଁ ରଙ୍ଗ ଆଣେ ଭାବ 

କେତେକଥାଆଉ ପୌରାଣିକ ଗାଥା 

କିଏ କହେ ହୋଲିକା ଙ୍କ ପାଇଁ ଏକଥା 

କିଏ କହେ ପୁଣି ପ୍ରତିଶ୍ରୁତି ରଖି 

ରଙ୍ଗ ଆଣିଥିଲେ କୃଷ୍ଣ, ମାଆ ରାଧା ପାଇଁକା 

ଯାହା ହେଉ ରଙ୍ଗ ବଢାଏ

ପ୍ରୀତି ଆଉ ମୟିତ୍ରୀ 

ପୁଣି ଦିଏ ପ୍ରତିଶ୍ରୁତି କଥା ରଖିକା 

କେବେ କେବେ ରଙ୍ଗ 

ଛାଡେ ନାହିଁ ସାଙ୍ଗ 

ବୋଳି ଦେଲେ ଥରେ ଦେଖି ମଉକା 

ସଖୀ ସଂଗାତରେ 

ପ୍ରେମିକ ପ୍ରେମିକା ରେ 

ଭାଇଭଉଣୀ ରେ ଭାବ ଅନେକା 

ସ୍ମୃତି ଫରୁଆରେ 

ସାତ ସିନ୍ଦୁକରେ 

କିଏ ରଖିଛି କେଜାଣି ଏ ରଙ୍ଗ ନଉକା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics