STORYMIRROR

shibaram dalai

Abstract

3  

shibaram dalai

Abstract

ଅତୀତ

ଅତୀତ

1 min
113


ବେଳେ ବେଳେ ଲାଗେ 

ଏହି ସମ୍ପର୍କ ମିଛ

ଦୁନିଆ ଟା ବି ମିଛ

ଜୀବନଟା ଲାଗେ

ମିଛ ଆଉ ମିଛ ।


ମିଛ ଥିଲା ବାହାଘର

ଧୂଳି ଆଉ ବାଲି ଖେଳ

ମିଛେ ସାଜୁ ତୁ କନିଆଁ

ମୁଁ ସାଜୁଥିଲି ବର ।


ନିଶ୍ୱାସ ଟା ମିଛ ଲାଗେ

ମୁଁ ପ୍ରଥଭ୍ରଷ୍ଟ ବାଟୋଇ

ବିନ୍ଦୁଏ ସିନ୍ଦୁର ଆଜି

ତୋତେ ନେଲା ଛଡ଼େଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract