STORYMIRROR

Chittaranjan Lenka

Abstract Inspirational

1  

Chittaranjan Lenka

Abstract Inspirational

ଅତି ଚାଲାଖ

ଅତି ଚାଲାଖ

1 min
2.5K


ପରଦା ପଛରେ ଲୁଚିଅଛ ବୋଲି

ଭାବନି ନାହିଁ ବିପଦ

ତୁମେ ସିନା ବନ୍ଧୁ ଜାଣି ପାରୁନାହଁ

ଦିଶୁଛି ତୁମର ପାଦ

ଚୋର ଖଣ୍ଟ ଡାକୁ ଭାବନ୍ତି ନିଜକୁ

ସବୁଠାରୁ ବୁଦ୍ଧିମାନ

ଶୀଘ୍ର ହେଉ ଅବା ବିଳମ୍ବରେ ହେଉ

କି ହୁଅଇ ପରିଣାମ ?

ଚିତ୍ତରଞ୍ଜନ ଲେଙ୍କା

କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract