STORYMIRROR

Sudipta Kumar Panda

Crime

3  

Sudipta Kumar Panda

Crime

ଅସୁରକ୍ଷିତ ପରୀ

ଅସୁରକ୍ଷିତ ପରୀ

1 min
222

ମନୀଷା ତୁମ ଆର୍ତ୍ତ ଚିତ୍କାର

ଆଜି ପୃଥିବୀର ଗଣମାଧ୍ଯମର ଆବାଜ୍‌ ତଳେ

ଚାପି ହୋଇ ରହିଯାଇ ଦୁନିଆର ପ୍ରତ୍ୟେକ ସୁନ୍ଦରୀକୁ 

ଅସୁରକ୍ଷିତ ପରୀର ବ୍ୟାଖ୍ୟାକୁ ସଠିକ୍ ଭାବରେ

ଉପସ୍ଥାପିତ କରିଦେଲ।


ତୁମ ସଂଖ୍ୟା ଆଜି ଅସୁରକ୍ଷିତ ପରୀ ତାଲିକାରୁ

ସମ୍ପୂର୍ଣ୍ଣ ବିଲୁପ୍ତ ରେଡ୍ ଡ଼ାଟା ଭଳି

ନ୍ୟାୟ ପାଇଁ ରାଜନୀତିର ପଶାପାଲିରେ

ଆତ୍ମା ତୁମ ଛଟପଟ ପ୍ରତିକ୍ଷଣ ଅଶରୀରେ ।


କାହିଁକି କେଜାଣି ସୁରକ୍ଷିତକୁ ଅସୁରକ୍ଷିତରେ

ପରିବର୍ତ୍ତନ କରିବାର ପାରିବା ପଣିଆ

ପୁରୁଷରୂପୀ ରାକ୍ଷସଙ୍କୁ ବେଶ୍ ଭଲ ଭାବେ ଜଣା

ଦୁନିଆରେ ଏମିତି ପୁରୁଷ ନିଜର ଛଳନା ଚାତୁରୀରେ

ଧର୍ଷିତା ସଜେଇଦିଏ ମନୀଷାପରି ଅସୁରକ୍ଷିତ ପରୀକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime