STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

ଅସ୍ଥିର ମନ

ଅସ୍ଥିର ମନ

1 min
207


ଅସ୍ଥିର ମନ ଭାରି କଷ୍ଟ ଦିଏ

କେବେ କୋଉ କାମରେ ମନ ନ ଲାଗିଥାଏ

ଅସ୍ଥିର ମନ ଶାନ୍ତି ରେ ରଖିବ ନାହିଁ

ଜୀବନ ରେ କାମ କରି ହୁଏ ନାହିଁ

ଅସ୍ଥିର ମନ ଯୋଗୁଁ ହିଁ କଷ୍ଟ ମଣିଷ ପାଏ

କେତେ ରୋଗ ଶୋକ ଆସି ଦୁଃଖ ଦିଏ

ଅସ୍ଥିର ମନ ହିଁ ସାଧନାରେ ବାଧା ସୃଷ୍ଟି କରେ

ସବୁ କାମରେ ବିଫଳତା ସୃଷ୍ଟି କରେ

ଅସ୍ଥିର ମନ ଆମ ସ୍ଥିର ହୋଇବ

 ଈଶ୍ୱର ସାଧନା ରେ ଯେବେ ବ୍ରତି ହୋଇବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract