STORYMIRROR

Saphala Das

Drama

3  

Saphala Das

Drama

ଅସ୍ଥିର ଭାବନା

ଅସ୍ଥିର ଭାବନା

1 min
133


କିଛି ରହିଯାଏ ସାତ ସିନ୍ଦୁକର

   ଫରୁଆ ଭିତରେ ସ୍ମୃତି

କିଛି ଲୁହ ଧାର ପିଇଯାଏ ଓଠ

    କୋହକୁ ଛାତି ରେ ଚାପି ।।


କିଛି ରହିଯାଏ ଅଧୁରା ସପନେ

   କିଛି ପୁଣି ନିରବରେ

କିଛି ରହିଯାଏ ମାନ ଅଭିମାନେ

    କିଛି ପୁଣି ହୃଦୟରେ।।


କିଛି ରହିଯାଏ ଡାଏରୀ ଭିତରେ

  ଶୁଖିଲା ଫୁଲକୁ ଦେଖି 

ମନ ପଡ ତୁମେ ସେହି ମୂହୁର୍ତ୍ତରେ

    ଦେଖୁଥାଏ ତାକୁ ଛୁପି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama