STORYMIRROR

Reeta aparajeeta Mohanty

Abstract

1  

Reeta aparajeeta Mohanty

Abstract

ଅଷ୍ଟମ ଦିନର ଗୋଟିଏ ଭିନ୍ନ ଅନୁଭୂତି

ଅଷ୍ଟମ ଦିନର ଗୋଟିଏ ଭିନ୍ନ ଅନୁଭୂତି

1 min
44


ଏ ସମୟ ବାଟ

ଜଟିଳ।

ଆମେ ନିଜେ ନିଜେ ଗୋଟିଏ ରାସ୍ତା ତିଆରି

କରି ଲକ୍ଷ୍ୟ ପଥରେ ଜିତିବାକୁ ହେବ।

ବାରମ୍ବାର ହାତ ଧୋଇବା

ସାମାଜିକ ଦୂରତା ମାନିବାକୁ ହେବ।

ସରକାର ପୋଲିସ ପ୍ରଶାସନ

କଥା ମାନିବ.l ଉଚିତ ।

ପୋଲିସ ଓ ତାର କିଛି

କମ ନୁହେଁ।

ଏ ସମୟରେ ଆମେ ସମସ୍ତେ

ନିଜ ଘରେ ରହିବା

ଦିଲ୍ଲୀ ରେ ସମୂହ ନମାଜ ପଢି

ସେମlନେ କରୋନା ଭୟଟା ଆହୁରି ବଢ଼େଇଲେ।

ଏ ସମୟ ରେ କେବଳ

ସଚେତନତା ସହ ତୁମ ମଥା ହତ୍ୟା ପରି ମିଲୁ।

ଭିଡ଼ ଠୁ ଦୁରରରେ ରହିଲେ।

ଆମେ ପୁଣି ଗୀତ ଗାଇବୁ ଜୀବନ ର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract