STORYMIRROR

Dr Prasana Kumar Dalai.

Romance

3  

Dr Prasana Kumar Dalai.

Romance

ଅସରନ୍ତି କଥାଟିଏ!

ଅସରନ୍ତି କଥାଟିଏ!

1 min
11


ସମୟ ଆସିଛି 

ମୁଁ ତୁମକୁ ଭୁଲିଜିବା ପାଇଁ 

ମତେ ବଂଚିବାକୁ ପଡିବ ଏକୁଟିଆ 

ଆଜି ମୁଁ ଜାଣେ ଏତେଦିନର ଯାତ୍ରା 

କିଛି ମୁହୂର୍ତ୍ତ ପାଇଁ 

ମୋର ସବୁ ସ୍ବପ୍ନ ବିଛୁରିତ ହୋଇ ପଡିଛି 

ସବୁ ମାନ ସମ୍ମାନ ଅଦୃଶ୍ୟ ହୋଇଯିବ 

ଯଦି ଏହା ସତ୍ୟ 

ମୁଁ ମୋ ଅନ୍ତରାତ୍ମା ର କଥା ଶୁଣି ଆଗକୁ ଯିବି 

ମୁଁ ମେଘୁଆ ଆକାଶ ର ଅସମ୍ପୂର୍ଣ ଛାୟା 

ଆଉ ତମେ ଏକ ନୂଆ ସକାଳ ର ପ୍ରତ୍ୟୁଷ 

ଆମେ ଗୋଟିଏ ହୃଦୟର ଆତ୍ମା 

ଲଖ୍ୟସ୍ଥଳ ଓ ଲଖ୍ୟ ସମ୍ପୂର୍ଣ ଅଲଗା 

ତଥାପି କେବେନା କେବେ ଭେଟିବା 

କଥା ତ ଏତିକି ମୁଁ ଜାଣେ ଆଉ ତୁମେ ଜାଣ 

ମୋ ବିନା ତୁମ ଜୀବନ ଅଧୁରା |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance