ଅସ୍ପଷ୍ଟ ସ୍ଵର
ଅସ୍ପଷ୍ଟ ସ୍ଵର
ଛା... ଡ଼ି... ଦି.... ଅ
ପ୍ଲିଜ... ମୋ.... ତେ
ଶେଷ ବାକ୍ୟ ନେହୁରା ର
ମହା କାବ୍ଯ ଜୀବନ ର
କିନ୍ତୁ ନଛାଡବନ୍ଧା ମୁହୂର୍ତ୍ତ ର ତେରଛା ହସ
ନର ପିଶାଚ ଙ୍କ ସେଇ ଚକ୍ରବ୍ୟୁହ ଭିତରୁ କଣ
ଖସି ଯିବା ଏତେ ସହଜ
ପାରିବ ତ ବିଭୁ ଙ୍କୁ ଡାକ
ଯେ ବିଭୂ ର..
ସେ ସବୁ ର..
