ଅସଜଡ଼ା ଜୀବନ
ଅସଜଡ଼ା ଜୀବନ
ଆତ୍ମଗ୍ଲାନି ତୋ ପ୍ରତ୍ୟାଖ୍ୟାନ ପାଇଁ ନୁହେଁ,
ପ୍ରାୟଶ୍ଚିତ ର କାରଣ ମୁଁ ଈଶ୍ୱରଙ୍କୁ ପଚାରିବି!!
ମୁଁ ଜାଣିଛି!!!!!
ମୋ ପାପର ଗଭୀରତା ଅନେକ,
ଅତୀତର ପ୍ରତିଟି ପୃଷ୍ଠା ଅମୀମାଂସିତ,
ଆଉ ଭବିଷ୍ୟତ???
ସେତ ' ଶବ୍ଦ ହିଁ ପ୍ରଶ୍ନବାଚୀ,
ଏତେ ଅସଜଡ଼ା କଣ ଜୀବନ ଥାଏ???
