STORYMIRROR

Niranjan Sahu

Tragedy

3  

Niranjan Sahu

Tragedy

ଅଶାନ୍ତିରେ ମରିଯାଉଛେ

ଅଶାନ୍ତିରେ ମରିଯାଉଛେ

1 min
268

ସୁନ୍ଦର ପଦ ଟିଏ,

ଜୀବନର ଏଇ ରଙ୍ଗ ମଞ୍ଚରେ

ପ୍ରତିଦିନ ଅଙ୍କ କଷୁଛେ

କେବେ ଯୋଗ କେବେ ବିୟୋଗ

ବେସି ହଟହଟା ହେଉଛେ,


ମରୀଚିକା ପଛେ ଦଉଡି ଦଉଡି

ଅଶାନ୍ତିରେ ଆମେ ବଞ୍ଚୁଚେ

ଶାନ୍ତି ଟିକିଏ ପାଇବା ପାଇଁ

ଅଶାନ୍ତିରେ ଦିନ କାଟୁଛେ,


ଲୋଭି ମୋହ ମାୟା ପଛରେ ଗୋଡେଇ

ଖାଲି ଛଟପଟ ହେଉଛେ

ମୋର ମୋର କହି ଜୀବନ ସାରା

ଅଶାନ୍ତିରେ ମରିଯାଉଛେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy