STORYMIRROR

Liza Senapati

Abstract

3  

Liza Senapati

Abstract

ଅପରାହ୍ନ

ଅପରାହ୍ନ

1 min
252

ସମୟର ଅପରାହ୍ନ ରେ,

ଅସୀମିତ ଧୈର୍ଯ୍ୟ ,

ମତେ କରିଚି ନିସ୍ତେଜ,

ସାଉଁଟି ଚି ସ୍ମୃତି ଯାହା,

ଆଜି ଝରୁଚି ଆଖିରେ ଲୁହ ହେଇ,

ଏ ବୟସର ଡାଳ ,

କେବେ ଭାଗିଂଯିବ,

ଲୋଟିଯିବି ମୁଁ ମାଟିରେ।

ଜଣାନାହିଁ ମତେ ଆସନ୍ତା କାଲି,

ଅଦେଖା ଆଜି ମୋ ଠିକଣା,

ଗତ କାଲିର ସ୍ମୃତିରେ 

ନିତି ଗଢୁଚି ମୁଁ ବାଲିଘର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract