STORYMIRROR

Sunanda Mohanty

Inspirational Others

3  

Sunanda Mohanty

Inspirational Others

ଅଫୁଟା ଫୁଲ

ଅଫୁଟା ଫୁଲ

1 min
244

ପ୍ରକୃତି ସ୍ତବକ ତୁ 

ନଈ ଅବା ପକ୍ଷୀ ମୁଁ 

ସଜୀଵ ବା ନିର୍ଜୀଵ 

କଳୀ ତୁ ଅଳି 

ମଧୁପ ଗୁଞ୍ଜନେ

ପଡ଼ୁ ଝାଉଁଳି 

ଫୁଟିବାକୁ ଆଉ 

ଦେଉନାହିଁ ତତେ ମୁଁ 

ପୁରୁଷ ପୁଂଙ୍ଗଵ ଅଟେ ମୁଁ 

ଫୁଟିଗଲେ କାଳେ ବିକଶିବୁ ତୁ 

ଅଢେଇ ଦିନର ବଡେଇ ଛାଡ଼ୁନି ମୁଁ 

ଝଡ଼ିଯାଏ ଫୁଲ, ଝଡ଼େ କିବା କଳୀ 

ପଡୁଛି ଆଜି ଝାଉଁଳି 

ଭାଗ୍ୟ ଯୋଗ ନିଜ ପରଖୁ ପରଖୁ 

ହାଲିଆ ହେଲିଣି ମୁଁ 

ଫୁଟିଯାରେ ଫୁଲ ତୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational