Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Abstract

3.9  

Puspanjali Panda

Abstract

ଅପେକ୍ଷା

ଅପେକ୍ଷା

1 min
11.9K


ଏତେ ନିଃସଙ୍ଗତାର ସମୟ ତ

 ଆଗରୁ କାଟିନି

ତମ ପାଦଶବ୍ଦ ର ଗୁଞ୍ଜନ ତ

ଏଯାଏ ଆସିନି

ଏଥର ତୁମ ଆସିବା ତୟ ତ !

ଜଣା ତ ପଡୁନି

ଏଥର ତୁମେ ଫେରି ଦେଖି ବ ତ !

ମୁଁ ଚାହିଁଲେ

ଫେରିବାର ରାସ୍ତା ବନ୍ଦ କରି ଆସିବ ତ !

ମୁଁ କହିଲେ

କଥାକୁହା ଆଖି ତୁମ କଥା ବୁଝିବ ତ !

ମୋ ଆଖିର

ମୋ ସହ ସାଥୀ ହୋଇ ସ୍ୱପ୍ନ ଦେଖିବ ତ !

ଆଗାମୀ କାଲିର

ଏତେ ତେବେ ଅସହ୍ୟ କାହିଁକି ଲାଗୁଛି ଯେ !

ତୁମ ଅପେକ୍ଷାରେ ସମୟ ମୋ କାହିଁକି ବିତୁନି ଯେ !

ଅପେକ୍ଷା କାହିଁ ଏତେ କଷ୍ଟ ଦିଏ ଯେ

ହେଇପାରେ ,ପ୍ରେମରେ ଅପେକ୍ଷା

ଜୀବନରେ ରଙ୍ଗ ଭରିଦିଏ ।


Rate this content
Log in

Similar oriya poem from Abstract