STORYMIRROR

Jagannath Das

Abstract

3  

Jagannath Das

Abstract

ପୁଣି ତୁ ଭୁଲ କଲୁ

ପୁଣି ତୁ ଭୁଲ କଲୁ

1 min
127


ଭୁଲ୍ କଲୁ ତୁ ଆଜି

 କହିବା ପୁର୍ବରୁ

ହେଇ ଦେଖ,,ତମ ନିଜ ଭୁ'ଲ କୁ

ଭୁ'ଲ୍ ହେଲେ ତ,

 ସତ୍ୟ ଜଣାପଡେ

   ତାପରେ

ଭୁଲ୍ ନଥାଏ ବିଲ୍କୁଲ୍ ।


ଭାବ ପ୍ରବଣତାର ତ ବ୍ରହ୍ମାଣ୍ଡ ଚାଲୁନି

  ଏହା ଚାଲୁଛି ସତ୍ୟ ରେ

ହେଇ ଦେଖ...ସୁର୍ଯ୍ୟ,ଚନ୍ଦ୍ର,ତାରା,ଗ୍ରହ,ନକ୍ଷତ୍ର,ବର୍ଷ'ମାସ'',ତିଥି,ଦିନ ସବୁ ଚାଲିଛନ୍ତି

   ଠିକ୍

ଯାହା ଅସତ୍ୟ ର ବହୁ ଦୁର ରେ...

ଅସତ୍ୟ ଟା ଫୁଟି ଉଠେ,

  କେବଳ ଭାବପ୍ରବଣତାରେ

 ତା ସଂଗରେ ଡାହା ମିଛ ଗୁଡା ଜନ୍ମ ନିଏ , ଏ ଦୁନିଆ ମାଟିରେ

ତା ପରେ ଚାଲେ ଭୁଲ୍ ପରେ ଭୁଲ୍ ସବୁ ଭୁଲ ଆଗକୁ ଭୁଲ କରବୁ କ'ଣ

ଏବେ, ପୁଣି ତୁ ଭୁଲ କଲୁ ।


ପୁଣି ଭୁଲ୍ କୁ ଲୁଚାଇବାକୁ ଯାଇ

   ପୁଣି ଭାବପ୍ରବଣତା

ସେ କରୁଚନ୍ତି, ସେ ତ ସବୁ,

ତାଂକ ଇଛାବିନା ଗଛର ପତ୍ର ବି ହେଲେନି,ଭଲହେଲେ ସେ କରୁଚନ୍ତି,ତାଂକ ଇଂଗିତରେ

ସୃଷ୍ଟି ଚାଲିଛି

   କିଂତୁ

ପ୍ରକୃତର ଭାବପ୍ରବଣତାରେ ସୃଷ୍ଟି ଚାଲେନି, ଚାଲୁଛି ଏହା ସତ୍ୟରେ ।


ଯଦି କହୁଚ ସେ ସବୁ 

ତାହାହେଲେ

""ସେ"" କିଏବୋଲି ପଚାରିଲେ

ତା୍ଂକରୁପ କଣ ବୋଲି କହିଲେ

କେତେ ପ୍ରକାର ର ଯାଜନ ଶୁଣିବାକୁ ପଡେ

ମୋ ଭିତରେ ଅଛି,ବାହାରେ ଅଛି

ସେ ସବୁଆଡେ ଅଛି କିଂତୁ ରୁପ ନାହି୍ଁସେ ଅରୁପ ଏବଂ

କେତେକ ପଣ୍ଡିତେ କୁହନ୍ତି ସୁ ଚିତ୍ତେ

ସେ ହେଲେ ଚକାନୟନ

ସେ ସବୁ ଦେଖନ୍ତି କିଂତୁ

କିଛି କରନ୍ତିନି

  କରାନ୍ତି,

ପ୍ରକୃତରେ ନା୍ଁ ସେ ନୟନ,

ନାଁ ସେ ଦର୍ଶନ

ସେ ସବୁର ଉର୍ଧ୍ବରେ

କିଏ ଯାଣିଛି ,କ'ଣତାର ରୁପ

ଏ ସବୁ ଚିନ୍ତା କଲା ପରେ

ଦେଖ~ଆସି ଯାଉଛି "confuse"

ତାପରେ brain ରୁ ଉଡିଯିବ ତ ଫ୍ୟୁଜ

ତାପରେ ତ ସବୁ ଭୁଲ ,କରିବୁ ଭୁଲ'

କହିବୁ ଭୁଲ୍ ..

ପୁଣି ତୁ ଭୁଲ୍ କଲୁ ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract