Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

kahnu charan sahu

Abstract


4  

kahnu charan sahu

Abstract


ଅପେକ୍ଷା

ଅପେକ୍ଷା

1 min 171 1 min 171


ମୁଁ କହି ଚାଲିଥିବି

ତମେ ଶୁଣି ଚାଲୁଥିବ

ଠିକ୍ ସେତିକି ବେଳେ

ତମ ଅପେକ୍ଷା କିମ୍ବା ମୋ ଅପେକ୍ଷା

ଅଢେଇ ଦିନର ହେଇଯିବ ।


ତା' ପରେ

ନା ବୁଝିବାକୁ କିଛି ଥିବ 

ନା ବୁଝେଇବାର ଇଚ୍ଛା ଥିବ

ଯିଏ ଯାହା ବାଟରେ ହଜି ଯାଇଥିବେ

ଆଉ ଗୋଟେ ଦୂର ପଥର ଅନ୍ବେଷଣରେ

କାରଣ, ତମେ ମୁଁ ଆଉ ସମସ୍ତେ ଜାଣନ୍ତି

ଦୂର ପର୍ବତ ସୁନ୍ଦର !


Rate this content
Log in

More oriya poem from kahnu charan sahu

Similar oriya poem from Abstract