STORYMIRROR

kahnu charan sahu

Abstract

4  

kahnu charan sahu

Abstract

ଅପେକ୍ଷା

ଅପେକ୍ଷା

1 min
188


ମୁଁ କହି ଚାଲିଥିବି

ତମେ ଶୁଣି ଚାଲୁଥିବ

ଠିକ୍ ସେତିକି ବେଳେ

ତମ ଅପେକ୍ଷା କିମ୍ବା ମୋ ଅପେକ୍ଷା

ଅଢେଇ ଦିନର ହେଇଯିବ ।


ତା' ପରେ

ନା ବୁଝିବାକୁ କିଛି ଥିବ 

ନା ବୁଝେଇବାର ଇଚ୍ଛା ଥିବ

ଯିଏ ଯାହା ବାଟରେ ହଜି ଯାଇଥିବେ

ଆଉ ଗୋଟେ ଦୂର ପଥର ଅନ୍ବେଷଣରେ

କାରଣ, ତମେ ମୁଁ ଆଉ ସମସ୍ତେ ଜାଣନ୍ତି

ଦୂର ପର୍ବତ ସୁନ୍ଦର !


Rate this content
Log in

Similar oriya poem from Abstract