ଅଞ୍ଜଳୀରେ ସ୍ନେହ
ଅଞ୍ଜଳୀରେ ସ୍ନେହ
ଅଞ୍ଜଳୀରେ ଭରିଦେଲ ସ୍ନେହ ତୁମର
ଏତିକି ନୁହେଁ ଦେଲ ତୁମର ଶ୍ରଦ୍ଧା ।
ପରସ ପାଉ ପାଉ ବିତିଗଲା ଅନେକ ସମୟ
ତୁମର ପ୍ରେମରେ ଆମେ ଅଧିର ବିଭୋର ।
ସତରେ ତୁମେ ଭାରି ଲାଗ ସୁନ୍ଦର
ରୁପରେ ନୁହେଁ ବରଂ ଗୁଣରେ ଶରସ ।
ତୁମ ପ୍ରେମରେ ଅଧିର ବିଭୋର
ଅଞ୍ଜଳୀରେ ଭରିଦେଲ ସ୍ନେହ ତୁମର ।