STORYMIRROR

Sukanti Hotta

Abstract

2  

Sukanti Hotta

Abstract

ଅନୁତାପର ଶୀତଳ ସ୍ବର୍ଶ

ଅନୁତାପର ଶୀତଳ ସ୍ବର୍ଶ

1 min
231

ଭୁଲକରି ଯିଏ ଅନୁତାପ କରେ

ଦୋଷ ମୁକ୍ତ ସିଏ ହୁଏ

ଭୁଲ କରି ଯିଏ ଠିକ ବୋଲି ଭାବେ

ଦୋଷୀରେ ଗଣିତ ହୁଏ l


ଅନୁତାପର ଶୀତଳ ସ୍ବର୍ଶ

ଅନୁଭବ ଯେ କରେ

ଶାନ୍ତିରେ ସେ ଜୀବନ ବିତାଇ

ସଭିଙ୍କୁ କ୍ଷମା କରେ l


ଅନୁତାପ କରି ବାରମ୍ବାର ଯିଏ

ଭୁଲ ଜୀବନେ କରେ

ତା'ଠାରୁ ମୂର୍ଖ ଦୁନିଆରେ ନାହିଁ

ଦୁଃଖରେ ଜୀବନ ଭରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract