STORYMIRROR

Sanjukta Padhi

Fantasy

3  

Sanjukta Padhi

Fantasy

ଅନୁତାପ

ଅନୁତାପ

1 min
162

 

ମନ କହେ ଏଠି

ମଥା ପିଟି ପିଟି

କାହାକୁ ବି କେହି

ଭଲ ପାଅ ନାହିଁ ।

ବଡ଼ ମହଙ୍ଗା ଯେ

ବିଷାଦ ବିଚ୍ଛେଦ

କାହାକୁ ବି କେହି

ଭଲ ପାଅ ନାହିଁ ।

ଫୁଲର ଶେଯରେ

କଣ୍ଟା କୁ ବିଛେଇ

ଡାକି ଡାକି ଆଣେ

ଦୁଃଖ କଳା ଛାଇ ।

କାହାକୁ ବି କେହି

ଭଲ ପାଅ ନାହିଁ।

       


Rate this content
Log in

Similar oriya poem from Fantasy