STORYMIRROR

Prajna Paramita Mohanty

Romance

3  

Prajna Paramita Mohanty

Romance

ଅନୁରାଗ

ଅନୁରାଗ

1 min
255

ଅନୁରାଗ ଜାଗିଥିଲା ଉତ୍ତର ଆଷାଢରେ

  ଅନ୍ତର୍ମୁଖୀ ସ୍ଵଭାବଟା ଉନ୍ମେଷର ଖୋଜୁଥିଲା ଦ୍ଵାର

ଅବସ୍ଥିତି ଅସମ୍ଭାଳ ହେଲା ପରେ ଯାହା

  ଆବିଷ୍କାର ଉନ୍ମୋଚନ ପ୍ରକାଶରେ ଲମ୍ବୁଥିଲା ସ୍ଵର |


ଅନ୍ଵେଷଣୀ ମନ ନେଇ ଖୋଜି ଖୋଜି ସିଏ

  ଆଶାବାଦୀ ଦୁନିଆର ନୀଡଟିଏ ରଚିଥିଲା ଏକା

ଅସମ୍ପୂର୍ଣ୍ଣ କାର୍ଯ୍ୟ ପରି ଦୃଶ୍ୟହେଲା ଯା ଆରମ୍ଭେ 

  ଅନ୍ତିମ ଦିବସେ ଅତଏବ ପାଇଗଲା ତା'ର ଦେଖା |


Rate this content
Log in

Similar oriya poem from Romance