STORYMIRROR

Sudhir Kumar Panda

Abstract

2  

Sudhir Kumar Panda

Abstract

ଅନୁପ୍ରେରଣା

ଅନୁପ୍ରେରଣା

1 min
221

ଆଶାର ସୁରୁଜ ଲିଭାଇ ମୁରୁଜ ଯାଇ ଥିଲା ଯେବେ ହଜି

ବାଦଲ ହଟାଇ ଆଲୋକ ଦେଖାଇ ଆଣି ଥିଲା ତବ ପ୍ରୀତି

ନବ ଉନ୍ମାଦନା ନବ ଜାଗରଣ ନୂତନ ଚେତନା ନେଇ

ତୁମ ଭାବ ଯୋଗୁଁ ମୁଁ ଅନୁପ୍ରେରିତ ଧନ୍ୟ ତୁମେ ଆଗୋ ସହୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract