STORYMIRROR

Sukanti Hotta

Abstract Inspirational

3  

Sukanti Hotta

Abstract Inspirational

ଅନ୍ତରର ବେଦନା

ଅନ୍ତରର ବେଦନା

1 min
256


ଅନ୍ତରର ବେଦନାକୁ ଲାଜ ନକରି କହିବାକୁ ହେବ

ଜନ୍ମଦାତ୍ରୀ ମାଆକୁ କ୍ଷଣ କୋପି ବାପାକୁ

ହାତ ଧରିଥିବା ସ୍ୱାମୀକୁ ସ୍ତ୍ରୀକୁ

ରେଶମ ଡୋରିରେ ବାନ୍ଧିହୋଇଥିବା ଭାଇକୁ

ମାଆର ସ୍ଥାନ ନେଇଥିବା ଭଉଣୀକୁ ଜୀବନର ବନ୍ଧୁକୁ ପିଲାମାନଙ୍କୁ ସାଇପଡିଶାକୁ


ସମସ୍ତଙ୍କ ଠାରୁ ଦୂରରେ ରହି ନିୟମ ମାନି ଚଳିବାକୁ ହେବ

ଭଗବାନ ସଦୃଶ ଡାକ୍ତରଙ୍କ ପରାମର୍ଶ କରି

କରୋନା ଭାଇରସ କୁ ତଡ଼ିବାକୁ ହେବ

ସରକାରଙ୍କର ଲକ ଡାଉନ ନିୟମକୁ ମାନିବାକୁ ହେବ

ଜନ ସଚେତନତା ସୃଷ୍ଟି କରିବାକୁ ହେବ

ନହେଲେ ସମସ୍ତେ ଭାଇରସର ଶିକାର ହେବେ


ବିଶ୍ୱର ଅବସ୍ଥାକୁ ଦେଖି ନିଜେ ସତର୍କ ରହି

ସମସ୍ତଙ୍କୁ ସତର୍କ କରିବାକୁ ହେବ

ସମସ୍ତଙ୍କ ଠାରୁ ଦୂରତ୍ୱ ରଖିବାକୁ ପଡିବ

ବାରମ୍ବାର ହାତ ଧୋଇବାକୁ ହେବ

ଯୋଗ ପ୍ରାଣାୟାମ କରିବାକୁ ହେବ

ପରିଷ୍କାର ପରିଛନ୍ନତା ପ୍ରତି ଧ୍ୟାନ ଦେବାକୁ ହେବ


ନିଜ ପ୍ରିୟଜନ ସୁସ୍ଥ ରହିବେ

ନିଜେ ସୁସ୍ଥ ହୋଇଯିବ

କରୋନା ଭାଇରସ ବିଶ୍ୱରୁ ତଡା ଖାଇବ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract