STORYMIRROR

Chittaranjan Lenka

Abstract

2  

Chittaranjan Lenka

Abstract

ଅନ୍ତର ବ୍ୟଥା

ଅନ୍ତର ବ୍ୟଥା

1 min
2.2K


ମାଗୁ ମୁଁ ନ ଥିଲି              ଧନ ଦେବ କିଛି

କହୁ ବି ନଥିଲି ସୁଖରୁ ଦେବ

ଚାହୁଁ ଥିଲି ଖାଲି        ମୋ ପ୍ରେମ ବଦଳେ

ଆହା ବୋଲି ମୋତେ ପଦେ କହିବ


ଆଶା ରଖି ଥିଲି              ଛୋଟ ମାଗୁଣିଟି

ସହଜରେ ହୋଇଯିବ ପୁରଣ

ହେଲେ ମୋର ଆଶା         ଆଶାରେ ରହିଲା

ସତେ କଣ ତୁମେ ଏତେ କୃପଣ???


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract