STORYMIRROR

Chittaranjan Lenka

Abstract

2  

Chittaranjan Lenka

Abstract

ଅନ୍ତର ବେଦନା

ଅନ୍ତର ବେଦନା

1 min
13.4K


କବିତାରେ ନୁହେଁ    ସତରେ ମୁଁ ନିଜେ

ନିଜକୁ ଯାଇଛି ଭୁଲି

ଖାଇବା ପିଇବା      ଶୋଇବା ହସିବା

କେବେଠୁ ଗଲିଣି ଭୁଲି


ହେଲେ ମୁଁ କାହିଁକି    ଗୋଟିଏ ମୁହୂର୍ତ୍ତ

ତୋତେ ଭୁଲି ପାରୁ ନାହିଁ

ବାରମ୍ବାର ପ୍ରଶ୍ନ ପଚାରେ ନିଜକୁ

ପ୍ରଶ୍ନଟେ ଯାଇଛି ହୋଇ


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract