STORYMIRROR

Pramila Mohanty

Inspirational Others

2  

Pramila Mohanty

Inspirational Others

ଅନନ୍ଯା

ଅନନ୍ଯା

1 min
142


ଅନନ୍ଯା ଗୋ ତୁମେ

ଶରତ ରାତିର ରୂପା ଜହ୍ନ

ଏକ କୁସୁମିତ ସୁଗନ୍ଧିତ

ପୁଷ୍ପ ଗୁଛ୍ଛ ଆଲ୍ଲାଦ ଭରା ହସ

ଅଭିମାନୀ ପ୍ରିୟାର ପଣତ

ଏକ ସେହ୍ନବୋଳା ସ୍ପର୍ଶ

 ଜ୍ଞାନ ର ମହକ

ଏକ ଅଜଣା ପୁଲକ

ନିର୍ଲୀପ୍ତ ନୟନେ 

ଗୁନ୍ଥା ଜାଗୃତ ଚମକ

ତବ ଠାବେ ଅଛି

ସ୍ବର୍ଣ୍ଣିମ ଭରା ଚହଟ

ସୃଷ୍ଟି କର ତୁମେ

ଲେଖନୀ ମୁନକୁ ଜାଗୃତ

ତୁମରି ଆହ୍ଵାନ ଚଳାଏ

ଲେଖନୀ ମୁନ ତୋଳିଦିଅନ୍ତି

କବିଗଣ କବିତାର ଝଙ୍କାର

ତୁମେ ଅରୁଣୀମା କିରଣର

 ପରଶ ଭରିଅଛ ସଭିଙ୍କ

ମନେ ଅମାପ ସରସ

ଖିଲିଖିଲି ହସର ଜୁଆର

ତୁମେ ସଦା ଚିରସ୍ମରଣୀୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational