STORYMIRROR

Pramod Kumar Jena

Comedy

2  

Pramod Kumar Jena

Comedy

ଅଙ୍କାବଙ୍କା - 122

ଅଙ୍କାବଙ୍କା - 122

1 min
2.8K


ଘରେ ପଛେ ଖାଅ     ବାଇଗଣ ପୋଡା

ଶ୍ୱଶୁର ଘରେ ଓଲଟା

ବିନା ମାଉଁସରେ        ଭୋଜନ ହବନି

ଖାଣ୍ଟି ଘିଅରେ ପରଟା

ପ୍ରମୋଦ କୁମାର ଜେନା ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy