ଅଙ୍କା ବଙ୍କା - 151
ଅଙ୍କା ବଙ୍କା - 151
1 min
6.6K
କିଏ ତ ଗଲାଣି ହୃଦୟାଘାତରେ
ବହୁମୂତ୍ର କାର କାଳ
ପକ୍ଷାଘାତ ଖାଇ କିଏ ପଡିଛନ୍ତି
ବେଳହୁଁ ହୋଇ ଅଚଳ
ଦିନ ଥିଲା ଖରା ବରଷା ତୋଫାନ
ମାନୁ ତ ନଥିଲୁ କେବେ
ବୟସ ସରିଲେ କାନର ମଇଳା
କ୍ୟାନ୍ସର୍ ଭଳିଆ ଲାଗେ
ପ୍ରମୋଦ କୁମାର ଜେନା ©