STORYMIRROR

Pramod Kumar Jena

Romance

2  

Pramod Kumar Jena

Romance

ଅଙ୍କା ବଙ୍କା - ୧୩୧

ଅଙ୍କା ବଙ୍କା - ୧୩୧

1 min
13.5K


କବିତା ଲେଖିଲେ         ରଣଚଣ୍ଡୀ ରୂପ

ଗପ ଲେଖିଲେ ଭୈରବୀ

ବହି ଛପା କଥା        କାନରେ ପଡିଲେ

ରୋଷେଇ ଘରରେ ଚାବି


(ଆରେ)

ଘରଣୀକୁ ଡରି        ଲେଖା ଛାଡିଦେଲେ

ସଭିଏଁ କହିବେ ଛିଃ ଛିଃ

ହାରିବା ଜାତକେ          ନାହିଁଟି ଆମର

(ଯଦି) କଲମ ହାତରେ ଅଛି


ପ୍ରମୋଦ କୁମାର ଜେନା ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance